ଏହି ଜନ୍ମ

ଓଡ଼ିଆ ସାହିତ୍ୟ

ଏହି ଜନ୍ମ
ପୂର୍ବଜନ୍ମରେ କ'ଣ ଥିଲି ପରଜନ୍ମରେ କ'ଣ ହେବି ଏହି ପ୍ରଶ୍ନକୁ ମନେ ଭାଳି ଏ ଜନ୍ମେ କେମିତି ଚଳିବି ? ମନରେ ନାହିଁ ପୂର୍ବସ୍ମୃତି ଭବିଷ୍ଯତ ଦିଶୁନି ସ୍ପଷ୍ଟ ଏ ଦୁଇ ରଶି ବାଂଧିହୋଇ କିପାଇଁ ପାଉଥିବି କଷ୍ଟ ? ଏବେ ଏଠାରେ ଯାହା ଅଛି ସବୁ ତ ପ୍ରକୃତି ଦେଇଛି ତହିଁରୁ ଆହରି ସଂତୋଷ ଛାଡ଼ିବି ଦୁଃଖ, ଶୋକ, ରୋଷ ଜିଇଁବା ଯେଣୁ ଏକ କଳା କରିବିନାହିଁ କେବେ ହେଳା

What's Your Reaction?

like

dislike

love

funny

angry

sad

wow